ଫେରିବ ଏକାମ୍ରକାନନର ଶିରୀ : ଭୋଜି କରିବାକୁ ମିଳିବ ସୁଯୋଗ ପ୍ରସ୍ତୁତ ହେଉଛି ପିଣ୍ଡି

ବୋଟିଂ ବ୍ୟବସ୍ଥା କେବେ? ଖଣ୍ଡଗିରି: ଶ୍ରୀହୀନ ହୋଇପଡ଼ିଥିବା ଏକାମ୍ରକାନନକୁ ଶିରୀ ଫେରୁଛି। ପୁଣିଥରେ ଏହି କାନନ କୋଳାହଳମୟ ହେବ। ସହର ମଝିରେ ଭୋଜିଭାତ ପାଇଁ ରାଜଧାନୀଆଙ୍କୁ ସୁଯୋଗ ମିଳିବ। ଏଭଳି ଯୋଜନା କରି ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି) ଏହା ଭିତରେ ଭୋଜିପିଣ୍ଡି ପ୍ରସ୍ତୁତ କରୁଛି। ସେସବୁ ପ୍ରସ୍ତୁତ ହୋଇଗଲେ ଜୟଦେବ ବାଟିକା ଭଳି ଏଠାରେ ମଧ୍ୟ ପ୍ରାକୃତିକ ପରିବେଶ ଭିତରେ ରୋଷେଇ କରି ବଣଭୋଜି ମଉଜ କରିବାକୁ … Continue reading ଫେରିବ ଏକାମ୍ରକାନନର ଶିରୀ : ଭୋଜି କରିବାକୁ ମିଳିବ ସୁଯୋଗ ପ୍ରସ୍ତୁତ ହେଉଛି ପିଣ୍ଡି